(or) ଗୁରୁ ସିୟାଗ ଯୋଗ

  • କୌଣସି ପ୍ରକାରର ପୂଜାପାଠ, ମାଳା, ଟୀକା, ଚନ୍ଦନ, ଆରତୀ, ମିଠାଇ, ନଡିଆ, କଦଳୀ, ଦୀପ, ଦିନ, ବ୍ରତ, ଉପବାସ, ତୀର୍ଥ, ମନ୍ଦିର, ମସଜିଦ, ଗୀର୍ଜା ଆଦି କର୍ମକାଣ୍ଡ ଅନ୍ତର୍ଭୁକ୍ତ ନୁହେଁ ।
  • ପୁରା ବିଶ୍ୱର ଯେକୌଣସି ଠାରେ ଗୁରୁଦେବଙ୍କୁ ନ ଭେଟି, କେବଳ ଗୁରୁଦେବଙ୍କ ଫୋଟ ରେ ମଧ୍ୟ ଧ୍ୟାନ ଲାଗେ ।
  • ଦୀକ୍ଷାପାଇଁ ଗୁରୁଦେବଙ୍କ ପାଖକୁ ଆସିବାର ଆବଶ୍ୟକତା ନାହିଁ।
  • ମନ୍ତ୍ରଦୀକ୍ଷା ଭିଡିଓ/ଅଡିଓ, ସିଡି ଦ୍ଵାରା, ଟିଭି ଦ୍ଵାରା, ଇ ମେଲ୍ ଦ୍ୱାରା ମଧ୍ୟ ପୁରା ଭାବରେ କାର୍ଯ୍ୟ କରିଥାଏ।
  • ମନ୍ତ୍ରଜପ୍ ଅନ୍ୟ କାହା ପାଇଁ (ଯିଏ ନିଜେ କରିବାରେ ଅକ୍ଷମ ଅଟେ, ଯେପରି ଛୋଟ ପିଲା ବା ବୁଝିପାରୁନଥିବ ପିଲା, ମାନସିକ ବିକୃତି ଲୋକ) ପାଇଁ ମଧ୍ୟ କରାଯାଇପାରେ ।
  • କୌଣସି ପାଠ୍ୟକ୍ରମ ବା ତାଲିମ କେନ୍ଦ୍ରରେ ଯୋଗଦେବାର ଆବଶ୍ୟକତା ନାହିଁ ।
  • ଗୁରୁ ସିୟାଗ ସିଦ୍ଧ ଯୋଗକୁ କରିବା ପାଇଁ କୌଣସି ପ୍ରାରମ୍ଭିକ ଜ୍ଞାନର ଆବଶ୍ୟକତା ନାହିଁ ।
  • ଆପଣମାନେ ଯେଉଁ ବସ୍ତୁ ବ୍ୟବହାର କରୁଛନ୍ତି ତାକୁ କେବେବି ଛାଡ଼ନ୍ତୁ ନାହିଁ, ଯେଉଁ ବସ୍ତୁ ଉପଯୁକ୍ତ ନୁହେଁ ସେ ବସ୍ତୁ ଗୁଡ଼ିକ ଆପଣଙ୍କୁ ଛାଡ଼ି ଚାଲିଯିବ ।
  • କୌଣସି ନେଁଣ ଦେଣର ଆବଶ୍ୟକତା ନାହିଁ ।ଗୁରୁ ସିୟାଗ ଯୋଗ ସମ୍ପୂର୍ଣ୍ଣ ଭାବରେ ନିଃଶୁଳ୍କ ଅଟେ ।କୌଣସି ପ୍ରତ୍ୟକ୍ଷ ବା ପରୋକ୍ଷ ରୂପରେ ଦାନ ପ୍ରଥା ନାହିଁ ।କୌଣସି ପଞ୍ଜିକୃତ ର ଆବଶ୍ୟକତା ନାହିଁ ।
  • ଯେକୌଣସି ପ୍ରକାରର ପାପପୁଣ୍ୟ, ସ୍ୱର୍ଗନର୍କ କଥାକହି ଡରାଯାଏ ନାହିଁ ।
  • ଆଧ୍ୟାତ୍ମିକତା ନାମରେ କୌଣସି ପ୍ରକାରର ବାଣୀ/କାହାଣୀ ଶୁଣାଇଯାଏ ନାହିଁ ।
  • ଯୋଗର ନାରେ କୌଣସି କସରତ କରାଇଯାଏ ନାହିଁ ।
  • କୌଣସି ପ୍ରକାରର ଔଷଧ ବା ଜଡ଼ିବୁଟି ବିକ୍ରି କରାଯାଏ ନାହିଁ ।
error: Content is protected !!