(or) ଗୁରୁ ସିୟାଗ ଯୋଗ

Gurudev Ramlalji Siyag (1926-2017)

Baba Gangainathji (Unknown-1983)

GSY

ଗୁରୁ ସିୟାଗ ଯୋଗ

ମାଗଣାରେ

କ Don ଣସି ଦାନ କିମ୍ବା ପଞ୍ଜୀକରଣ ନାହିଁ |

କ Cour ଣସି ପାଠ୍ୟକ୍ରମ ନାହିଁ

ଖାଦ୍ୟପେୟର ପ୍ରତିବନ୍ଧକ ନାହିଁ |

GSY

ଗୁରୁ ସିୟାଗ ଯୋଗ

ସଂକ୍ଷେପରେ GSY
ଗୁରୁ ସିୟାଗ ଯୋଗରେ ଧ୍ୟାନ ଓ ମନ୍ତ୍ରର ମାନସିକ ଯପ କରାଯାଏ .. ଅଧିକ ପଢ
ଶକ୍ତିପାତ ଦୀକ୍ଷା

ଗୁରୁ ସିୟାଗ ଯୋଗରେ କୁଣ୍ଡଳିନୀ ଶକ୍ତି ଜାଗରଣ ଶକ୍ତିପାତ ଦୀକ୍ଷା ଦ୍ଵାରା ହୋଇଥାଏ.. ଅଧିକ ପଢ

କୁଣ୍ଡାଲିନି

ଧ୍ୟାନ ଓ ନାମ ଜପ ଦ୍ଵାରା ସାଧକର କୁଣ୍ଡଳିନୀ ଶକ୍ତି ଜାଗରଣ ହୋଇଥାଏ .. ଅଧିକ ପଢ

ଧ୍ୟାନ
ଆରାମ ଦାୟକ ଅବସ୍ତାରେ ବସି ଯାଆନ୍ତୁ, ଆପଣ କୌଣସିଠାରେ କୌଣସି ସ୍ଥିତି ରେ... ଅଧିକ ପଢ

Gurudev Shri Ramlalji Siyag (1926-2017)

    Baba Shri Gangainathji Yogi (Unknown-1983)

      ଆମ ବିଷୟରେ

      ଅତି ସହଜ, ସିଧା ଏବଂ ସରଳ ପଦ୍ଧତିରେ ଆଧ୍ୟାତ୍ମିକ ମାର୍ଗରେ ଆଗକୁ ବଢ଼ିବାରେ ଇଚ୍ଛା ରଖୁଥିବା ଦେଶବିଦେଶର ସାଧକଙ୍କ ପାଇଁ ଏହି ୱେବସାଇଟ ଗଠନ କରାଯାଇଅଛି । ଗୁରୁଦେବଙ୍କ ର ଯେଉଁ ଶିଷ୍ୟମାନେ ଗୁରୁଦେବଙ୍କ ସାଥିରେ ରହି ଅନେକ ବର୍ଷ ପର୍ଯ୍ୟନ୍ତ ଗୁରୁ ସିୟାଗ ଙ୍କ ମିଶନ ର କାର୍ଯ୍ୟ କରୁଥିଲେ, ଏହି ୱେବସାଇଟ ଗୁରୁ ସିୟାଗ ଙ୍କ ସେହି ଶିଷ୍ୟ ମାନଙ୍କ ଦ୍ଵାରା ସଂଚାଳିତ କରାଯାଉଅଛି । ଏହି ଶିଷ୍ୟମାନେ ଗୁରୁ ସିୟାଗ୍ ଙ୍କ ସହିତ ଭାରତରେ ଏବଂ ଭାରତ ବାହାରେ ମିଶନ ସମ୍ବନ୍ଧିତ କାର୍ଯ୍ୟ ଏବଂ ଯାତ୍ରା କରିଛନ୍ତି। ଆଧ୍ୟାତ୍ମିକ ଜୀବନରେ ଉନ୍ନତି କରିବା ପାଇଁ ଦେଶ ଓ ବିଦେଶରେ ସାଧକଙ୍କ ଦ୍ଵାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଗୁରୁଦେବ ଅତି ସହଜ ଓ ସରଳ ପଦ୍ଧତିରେ ଦେଇଛନ୍ତି, ଯାହାଦ୍ଵାରା ଗୁରୁଦେବଙ୍କ ଦର୍ଶନ କୁ ଅତିନିକଟରୁ ଜାଣିବାକୁ ଅବସର ମିଳିଲା। ଗୁରୁଦେବ ସାଧକଙ୍କ, ସାଧନା କରିବା ଇଚ୍ଛା ରଖୁଥିବା ଲୋକଙ୍କୁ ଏବଂ ସାଧାରଣ ଲୋକଙ୍କ ଦ୍ୱାରା ଯେଉଁ ବ୍ୟକ୍ତିଗତ ସମ୍ବାଦ କରୁଥିଲେ ଏବଂ ତାଙ୍କରି ପ୍ରଶ୍ନର ଉତ୍ତର ଦେଉଥିଲେ ସେହି ସମସ୍ତଙ୍କୁ ସମ୍ମିଳିତ କରି ଏହି ୱେବସାଇଟ ତିଆରି କରାଯାଇଅଛି । ଅଧିକ ପଢ
      GSY ଅନୁବାଦ କର
      We invite people to help us propagate Guru Siyag's Yoga and its benefits by translating the material on this website in their local languages. We have made an attempt to translate some content of the English website in several languages. However, there is still a lot of work to be done, and we would appreciate any help in getting more data translated. We are grateful to practitioners in Germany, Brazil, Greece and Colombia who have helped us in translating the website in German, Portuguese, Spanish, French, Arabic, Hebrew, Greek, Persian, Swahili and Filipino (Tagalog). More contributions are welcomed!.. Read more

      ଆତ୍ମନିର୍ଭରଶୀଳତାର ଉପାୟ -- ଗୁରୁ ସିୟାଗ ଯୋଗ

      error: Content is protected !!