(or) ଗୁରୁ ସିୟାଗ ଯୋଗ

  • ଆଧୁନିକ ଚିକିତ୍ସା ବିଜ୍ଞାନରେ ମଣିଷ ଶରୀରରେ ମୂଖ୍ୟତଃ ଦୁଇ ପ୍ରକାରର ରୋଗ ହୋଇଥାଏ: (i) ଶାରୀରିକ (ii) ମାନସିକ ।
  • ଯାହାକୁ ଡାକ୍ତର ମାନେ ଆନ୍ତରିକ ରୂପରେ ବା ବାହ୍ୟ ରୂପରେ ଔଷଧ ଥେରାପି ଦ୍ଵାରା ଉପଚାର କରି ଥାଆନ୍ତି ।
  • ପ୍ରାଚୀନ କାଳରେ ମୁନି ରୁଷି ମାନେ ଧ୍ୟାନର ଅନୁଭୁତିର ଆଧାର ଉପରେ କହିଛନ୍ତି ଯେ ମାନବର ଶରୀରରେ ରୋଗ ସବୁ ତାହାର ବର୍ତ୍ତମାନ ବା ଅତୀତର କର୍ମ ଦ୍ଵାରା ଆଧାରିତ ହୋଇଥାଏ ।
  • ବ୍ୟକ୍ତିର ପ୍ରତ୍ୟେକ ଆକ୍ସନ୍ ର ରିଆକ୍ସନ୍ (କ୍ରିୟା ର ପ୍ରତିକ୍ରିୟା) (କର୍ମ ର ଫଳ) ଥାଏ । ଯାହାର ପ୍ରତିକ୍ରିୟା ଏହି ଜନ୍ମରେ ନହଲେ ପରଜନ୍ମରେ ହୋଇଥାଏ ।
  • ମଣିଷ, ଜୀବନ /ମୃତ୍ୟୁର ଚକ୍ରରେ ବନ୍ଧା ହୋଇଛି । ତାହାର କର୍ମର ଆଧାରରେ ଜୀବନର ଅନୁଭବ ହୋଇଥାଏ ।
  • ଏହା ପ୍ରକୃତିର ନିୟମ ଅଟେ । ସେଇଥିରେ ହିଁ ମଣିଷ, ଜୀବନ – ମରଣର ଏହି ଚକ୍ରରେ ବନ୍ଧା ହୋଇଥାଏ ।
  • ଗୁରୁ ସିୟାଗ ଯୋଗର ସାଧନା ଦ୍ଵାରା ସାଧକ କର୍ମର ବନ୍ଧନରୁ ମୁକ୍ତି ହେବାକୁ ଲାଗେ ଓ ସମର୍ଥ ଗୁରୁଙ୍କର ବିଧି ହେବ ଦ୍ଵାରା କଷ୍ଟ ସହଜରେ କଟିଯାଏ ତଥା ସାଧନା ଯୋଗୁଁ ଭବିଷ୍ୟତରେ ଖରାପ କାମ ହୁଏ ନାହିଁ ।
  • ଆତ୍ମାର ସାକ୍ଷାତକାର ହେବା ଦ୍ଵାରା ସାଧକ କର୍ମଫଳର ଇଚ୍ଛାରୁ ସହଜରେ ମୁକ୍ତି ହେବାକୁ ଲାଗେ ।
  • ପାତଞ୍ଜଳୀ ଯୋଗ ସୂତ୍ରରେ ଶାରୀରିକ, (ଆଦି ଦୈହିକ – physical disease) ମାନସିକ (ଆଦି ଭୈତିକ – mental disease) ବ୍ୟତୀତ ଆଧ୍ୟାତ୍ମିକ ରୋଗ (ଆଦି ଦୈବିକ – spiritual disease) ମଧ୍ୟ ଦିଅଯାଇଅଛି ।
  • ଆଧ୍ୟାତ୍ମିକ ରୋଗୀ କୁ ଆଧ୍ୟାତ୍ମିକ ଉପଚାରର ଆବଶ୍ୟକ ଅଟେ ।
  • ନିୟମିତ ଧ୍ୟାନ ଓ ନାମ ଜପ ଦ୍ଵାରା ସାଧକକୁ ଆଧ୍ୟାତ୍ମିକ ରୋଗରୁ ମଧ୍ୟ ଶୀଘ୍ର ଉପସମ ମିଳିଥାଏ ।
error: Content is protected !!