(or) ଗୁରୁ ସିୟାଗ ଯୋଗ

ମନ୍ତ୍ର ଦୀକ୍ଷା ଗ୍ରହଣ କରିବା ପାଇଁ ଦୟାକରି ନିମ୍ନଲିଖିତ ୱଟସ୍ଆପ୍ ନମ୍ବର କିମ୍ବା ଇ-ମେଲ୍ ଠିକଣାରେ “ମନ୍ତ୍ର ଅନୁରୋଧ” ବିଷୟ ଲେଖି ପଠାନ୍ତୁ । ଦୟା କରି ଧ୍ୟାନ ଦେବେ ଯେ ମନ୍ତ୍ର କେବଳ ଗୁରୁ ସିୟାଗଙ୍କ ମୁଖରୁ ଶୁଣି ନିଜେ ଗ୍ରହଣ କରିପାରିବେ କିମ୍ବା ଅନ୍ୟ କୁ  ଦେଇ ପାରିବେ । ଆମେ ଅନ୍ୟ ମାନଙ୍କୁ ନିଜ ମୁଖରେ ମନ୍ତ୍ର କହି ବାଣ୍ଟିବା ଉଚିତ୍ ନୁହେଁ ।ଯେକୌଣସି ବ୍ୟକ୍ତି ଓଡ଼ିଓ କିମ୍ବା ଭିଡ଼ିଓ କ୍ଲିପ୍ ମାଧ୍ୟମରେ ଗୁରୁଦେବଙ୍କ ମୁଖରୁ ମନ୍ତ୍ର ଶୁଣିବା ପରେ ଲିଖିତ ଆକାରରେ ବଣ୍ଟାଯାଇପାରିବ ।

WhatsApp : 9468623528                Email: gssyworld@gmail.com

error: Content is protected !!