(or) ଗୁରୁ ସିୟାଗ ଯୋଗ

  • ନିୟମିତ ଧ୍ୟାନ ଓ ମନ୍ତ୍ର ଜପ କରିବା ଦ୍ୱାରା ସାଧକ ର କୁଣ୍ଡଳିନୀ ଶକ୍ତି ଜାଗରଣ ହୋଇଥାଏ । ଯାହାଦ୍ୱାରା ତାହାର ଆଧ୍ୟାତ୍ମିକ ପ୍ରଗତି ହୋଇଥାଏ ।
  • ଯେକୌଣସି ପ୍ରକାରର ଶାରୀରିକ ରୋଗ ଓ ନିଶାପ୍ରକୃତି ବିନା ଔଷଧରେ ଛାଡିବା ସମ୍ଭବ ।
  • ମାନସିକ ଚିନ୍ତା, ଚିଡିଚିଡାଇବା, ନିଦନହେବା, ଡିପ୍ରେସନ, ଡର ଓ ମାନସିକ ସମସ୍ୟା ରୁ ମୁକ୍ତି ସମ୍ଭବ ।
  • ଛୋଟ ପିଲା ଓ ବିଦ୍ୟାର୍ଥୀ ମାନଙ୍କର ଏକାଗ୍ରତା ଓ ସ୍ମରଣଶକ୍ତି ବଢ଼ାଇବାରେ ସହାୟକ ଅଟେ।ପିଲାମାନଙ୍କର ଭିତରେ ଲୁଚିରହିଥିବା ପ୍ରତିଭା ବିକାଶହୁଏ ।
  • ପାରିବାରିକ ଓ ବ୍ୟବସାୟୀକ, ଶିକ୍ଷା ଓ ଆର୍ଥିକ ସମସ୍ୟା ଗୁଡିକରୁ ମୁକ୍ତି ମିଳିଥାଏ ।
  • ଦୈନିକ ଜୀବନ ଚକ୍ରରେ ହେଉଥିବା ଶାରୀରିକ ଓ ମାନସିକ କ୍ଲାନ୍ତିକୁ ଦୂର କରିବାରେ ସହାୟକ ଅଟେ ।
  • ଜୀବନ ପ୍ରତି ଆଶା, ଉତ୍ସାହ, ସନ୍ତୋଷ ଏବଂ ଆତ୍ମବିଶ୍ଵାସ ବଢ଼ାଇବାରେ ସହାୟକ ହୋଇଥାଏ ।
  • ପୂର୍ବଜନ୍ମର କର୍ମଦ୍ଵାରା ଏହି ଜନ୍ମରେ ହେଉଥିବା ଅସୁବିଧା ଗୁଡିକରୁ ମୁକ୍ତି ମିଳିଥାଏ ।
  • ଭୂତ, ପ୍ରେତ, ଗୁଣି-ଗାରେଡ଼ି, ଖରାପ ନଜର, ତନ୍ତ୍ରମନ୍ତ୍ର ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ।
error: Content is protected !!