(or) ଗୁରୁ ସିୟାଗ ଯୋଗ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚିନ୍ତାରୁ ମୁକ୍ତି ପାଇବାର ଉପାୟ ନିଦ ବଟିକା ବା ନିଶା ବଟିକା ଅଛି । ନିଶା ଗୁରୁ ସିୟାଗ୍ ଯୋଗ କରାଏ କିନ୍ତୁ ସେହି ନିଶା “ନାମ” ର ଅଟେ । ମନ୍ତ୍ରର ନିରନ୍ତର ଜପ କରିବା ଦ୍ୱାରା ନାମର ନିଶା ଚଢିବାକୁଲାଗେ । ଯାହା ଦ୍ୱାରା ମାନସିକ ରୋଗ ଯେପରି ଭୟ, ଚିନ୍ତା, ଅନିଦ୍ରା, ଆକ୍ରୋସ, ମାନସିକଚାପ, ଫୋବିଆ ଇତ୍ୟାଦିରୁ ଆପେ ଆପେ ମୁକ୍ତି ମିଳିଥାଏ । ନିୟମିତ ଧ୍ୟାନ ଓ ନାମ ଜପ ଦ୍ଵାରା କିଛି ଦିନ ମଧ୍ୟରେ ଆପଣଙ୍କର ସହାୟତା ଆରମ୍ଭ କରିଦିଏ । ଧ୍ୟାନରେ ଆପଣଙ୍କୁ ଆପଣଙ୍କ ସମସ୍ୟା ଗୁଡ଼ିକର ସମାଧାନ ଦେଖିବାକୁ ମିଳିବ ଯାହା ଦ୍ୱାରା ଆପଣଙ୍କ ମାନସିକ ଚାପ, ଚିନ୍ତା କମିବାକୁ ଆରମ୍ଭ ହୋଇଯିବ । ସମସ୍ୟା ଗୁଡିକର ସମାଧାନ ଧ୍ୟାନ ଦ୍ଵାରା ହଠାତ୍, ବା କୌଣସି ବ୍ୟକ୍ତି ଦ୍ଵାରା, କାହାର ଫୋନ୍ ମାଧ୍ୟମରେ, କୌଣସି ପୁସ୍ତକ ଦ୍ଵାରା, କୌଣସି ମାଧ୍ୟମ ଦ୍ଵାରା ହେବାକୁ ଲାଗିବ । GSY ମନୋବଜ୍ଞାନିକ ଏବଂ ଭାବନାତ୍ମକ ଅସନ୍ତୁଳନକୁ ପୁରାକରି ଶାରୀରକୁ ପୂର୍ଣ୍ଣ ରୂପରେ ସୁସ୍ଥ କରାଇଥାଏ ।

error: Content is protected !!